ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ପାଇଁ ୩ ପ୍ରମୁଖ ଦଳ ଅଂଟା ଭିଡ଼ିଛନ୍ତି । ବିଜେପି ରାଜ୍ୟରେ ନିଜର ପୁରୁଣା ଶୈଳୀରେ ୧୦୮ଟି ପ୍ରସଙ୍ଗକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ ସହ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ଚଳିତମାସ ୨୫ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ‘ଘରେ ଘରେ କଂଗ୍ରେସ’ ଅଭିଯାନ କରିବ । ଏପଟେ ବିଜେଡି ଆଜି ନିଜର ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡାକି ଆସନ୍ତା ସପ୍ତାହରୁ ପ୍ରତି ନିର୍ବାଚନମଣ୍ଡଳୀୱାରି ୨୦୦ଜଣଙ୍କୁ ଶଙ୍ଖ ଭବନରେ କିଭଳି ପ୍ରଶିକ୍ଷଣ ଦିଆଯିବ ଓ ଏହାର ରୂପରେଖ କ’ଣ ହେବ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଆଦି ସମ୍ପର୍କରେ ବିଚାରବିମର୍ଶ କରିଛି ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..