ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କୋଭିଡ୍ ନେଗେଟିଭ୍ ବାହାରିବା ପରେ ସେ ଭାରତ ଆସି ଜି୨୦ ବୈଠକରେ ଯୋଗେ ଦେବେ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ୍ କରାଯାଇଛି। ବାଇଡେନ୍ ଆସନ୍ତା କାଲି ଅର୍ଥାତ ଗୁରୁବାର ଭାରତରେ ପହଞ୍ଚି ଜି-୨୦ ଶିଖର ସମ୍ମିଳନୀରେ ଭାଗନେବେ । ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହାପରେ ଶନିବାର ଓ ରବିବାର ସେ ଜି୨୦ ବୈଠକରେ ଯୋଗ ଦେବେ। ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଆସିଛି।






More Stories
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..