ରିପୋର୍ଟ କାର୍ଡ / ଜୟପୁର
କୋରାପୁଟ ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନାଯୋଗ୍ୟ ଯେ, ‘ବୁଲବୁଲ’ ନାମକ ଘରୋଇ ବସ୍ଟି ଦାମନଯୋଡିରୁ ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଘାଟି ରାସ୍ତାରେ ଆମ୍ବୁଲାନ୍ସକୁ ସାଇଡ୍ ଦେବାକୁ ଯାଇ ରାସ୍ତା କଡକୁ ଖସି ପଡିଥିଲା । ବସ୍ଟିରେ ୧୩ ଜଣ ଯାତ୍ରୀ ଥିଲେ । କୌଣସି ଯାତ୍ରୀ କିମ୍ବା ବସ୍ଟିର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..