ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତରବିବାର କାନାଡା ଫେରିବାର ଥିଲା। ସେ ଯେଉଁ ବିମାନରେ ଯାତ୍ରା କରିଥାଆନ୍ତେ ସେହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ସେ ଆଉ କାନାଡ଼ା ଯାଇ ନପାରି ଦିଲ୍ଲୀରେ ରହିଥିଲେ। ରିପୋର୍ଟ ମୁତାବକ, ତ୍ରୁଟି ଦେଖା ଦେଇଥିବା ବିମାନକୁ ସଜଡ଼ା ଯିବା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ପ୍ରତିନିଧି ଦଳଙ୍କ ସହ ଆଜି ଅପରାହ୍ନରେ ନିଜ ଦେଶ କୁ ଫେରିଛନ୍ତି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….