ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାଲେଷ୍ଟେନୀୟ ଆତଙ୍କବାଦୀ ଗୋଷ୍ଠୀର ସମସ୍ତ ସଦ୍ୟ ମରିବେ | ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ହମାସ୍ ସହିତ ଯୁଦ୍ଧ ଜାରି ରଖିବାକୁ ପ୍ରତିଜ୍ଞା କରିଛନ୍ତି। ଗତ ଶନିବାର ହମାସ୍ର ଅତର୍କିତ ଆକ୍ରମଣ ପରେ ତାହାକୁ ଧ୍ବଂସ କରିବା ପାଇଁ ଇସ୍ରାଏଲ୍ର ଉଦ୍ଦେଶ୍ୟକୁ ଜାରି କରିଥିବା ବିବୃତିରେ ନେତାନ୍ୟାହୁ ପ୍ରଥମ ଥର ପାଇଁ ସୁସ୍ପଷ୍ଟ କରିଛନ୍ତି। ତାଙ୍କ ଯୁଦ୍ଧ କ୍ୟାବିନେଟ୍ ସହିତ ମିଳିତ ଭାବେ ଦେଇଥିବା ଟେଲିଭିଜନ୍ରେ ପ୍ରସାରିତ ସଂକ୍ଷିପ୍ତ ବିବୃତିରେ ସେ କହିଛନ୍ତି, ହମାସ୍ ହେଉଛି ଆତଙ୍କବାଦୀ ସଙ୍ଗଠନ। ଆମେ ସେମାନଙ୍କୁ ଦମନ କରିବୁ। ବିଶ୍ବ ଯେମିତି ଆତଙ୍କବାଦୀଙ୍କୁ ନିପାତ କରିଛି ଆମେ ସେମାନଙ୍କୁ ସେଭଳି ଧ୍ବଂସ କରିଦେବୁ। ପ୍ରତିରକ୍ଷା ମନ୍ତ୍ରୀ ୟୋଆଭଝ ଗାଲାଣ୍ଟ୍ କହିଛନ୍ତି, ଆମେ ସମଗ୍ର ବିଶ୍ବରୁ ହମାସ୍କୁ ନିଶ୍ଚିହ୍ନ କରିଦେବୁ। ଶନିବାର ଦିନ ହମାସ୍ର ଅତର୍କିତ ଆକ୍ରମଣ ପରେ ତାହାକୁ ଧ୍ବଂସ କରିବା ପାଇଁ ଇସ୍ରାଏଲ୍ର ଉଦ୍ଦେଶ୍ୟକୁ ଜାରି କରିଥିବା ବିବୃତିରେ ନେତାନ୍ୟାହୁ ପ୍ରଥମ ଥର ପାଇଁ ସୁସ୍ପଷ୍ଟ କରିଛନ୍ତି। ତାଙ୍କ ଯୁଦ୍ଧ କ୍ୟାବିନେଟ୍ ସହିତ ମିଳିତ ଭାବେ ଦେଇଥିବା ଟେଲିଭିଜନ୍ରେ ପ୍ରସାରିତ ସଂକ୍ଷିପ୍ତ ବିବୃତିରେ ସେ କହିଛନ୍ତି, ହମାସ୍ ହେଉଛି ଆତଙ୍କବାଦୀ ସଙ୍ଗଠନ। ଆମେ ସେମାନଙ୍କୁ ଦମନ କରିବୁ। ବିଶ୍ବ ଯେମିତି ଆତଙ୍କବାଦୀଙ୍କୁ ନିପାତ କରିଛି ଆମେ ସେମାନଙ୍କୁ ସେଭଳି ଧ୍ବଂସ କରିଦେବୁ। ପ୍ରତିରକ୍ଷା ମନ୍ତ୍ରୀ ୟୋଆଭଝ ଗାଲାଣ୍ଟ୍ କହିଛନ୍ତି, ଆମେ ସମଗ୍ର ବିଶ୍ବରୁ ହମାସ୍କୁ ନିଶ୍ଚିହ୍ନ କରିଦେବୁ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..