ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ସମୟରେ ସାମ୍ୱାଦିକଙ୍କ ର ମୃତ୍ୟୁ ହୋଇଛି । ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକ। ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି | ଲାଇଭ ଭିଡିଓ ସିଗନାଲ ଯୋଗାଉଥିବା ବେଳେ ସାମ୍ବାଦିକ ଇସାମ ଅବଦାଲ୍ଲାଙ୍କ ମୃତ୍ୟୁ ଘଟିଛି।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..