ରିପୋର୍ଟ କାର୍ଡ/ ମୁମ୍ବାଇ
ବ୍ୟାଗ୍ରେ ବୋମା ରଖିଛି କହି ଜଣେ ଯାତ୍ରୀ ଧମକାଇବାରୁ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ‘ଆକାଶ ଏୟାର୍’ର ଏକ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା ଜଣା ପଡିଛି | ଏହି କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଜାରି କରିଥିବା ବିବୃତିରେ ‘ଆକାଶ ଏୟାର୍’ କହିଛି ଯେ, ୧୮୫ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ପୁଣେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୪୦ ମିନିଟ୍ ପରେ ‘ସିକ୍ୟୁରିଟି ଆଲର୍ଟ’ ପାଇବା ଯୋଗୁଁ ମୁମ୍ବାଇ ବିମାନ ବନ୍ଦର ଆଡ଼କୁ ଗତିପଥ ବଦଳାଇଥିବା ‘କ୍ୟୁପି ୧୧୪୮’ ବିମାନ ଗତ ରାତିରେ ଅବତରଣ କରିଛି।






More Stories
ମୋ ସମ୍ପର୍କରେ ସୋନିଆ ଗାନ୍ଧୀ ହିଁ ନିଷ୍ପତ୍ତି ନିଅନ୍ତି…..
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..