ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଭୁବନେଶ୍ୱର ମହିଳା ଥାନାରେ ଅଟକ ରଖାଯାଇଛି । କେଉଁ ମାମଲାରେ ପ୍ରଦୀପଙ୍କୁ ପୋଲିସ ଅଟକ ରଖିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ, ଏକ ମାମଲାରେ ପଚରା ଉଚରା କରିବା ପାଇଁ ଡାକିବା ପରେ ଥାନାରେ ତାଙ୍କୁ ଅଟକ ରଖିଛି ପୋଲିସ । ପ୍ରଦୀପ ଜଣେ ସୂଚନା ଅଧିକାର କର୍ମୀ ସହ ‘ମୋ ଦଳ’ର ସମ୍ପାଦକ ଅଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….