ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍ । ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ଅଘଟଣ ଘଟିଛି | ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।ଦିଲ୍ଲୀର ଆନନ୍ଦ ବିହାର ଓ ଉତ୍ତରପ୍ରଦେଶର ଗାଜିପୁର ସହର ମଧ୍ୟରେ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଗତ ରାତି ପ୍ରାୟ ୯ଟାରେ ପ୍ରୟାଗରାଜ ଷ୍ଟେସନ ଛାଡ଼ିଥିଲା। କିଛି ବାଟ ଯିବା ପରେ ହଠାତ୍ ଇଞ୍ଜିନର ଚକ ଟ୍ରାକ୍ ତଳକୁ ଖସି ଯାଇଥିଲା। ଫଳରେ ଇଞ୍ଜିନ ପଛରେ ଥିବା ୨ଟି ବଗି ଟ୍ରାକ୍ ତଳକୁ ଖସି ଯାଇଥିଲା।ଟ୍ରେନ୍ ସ୍ପିଡ୍ କମ ଥିବାରୁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛିା






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..