Report Card Odisha

| Daily Odia News

ଆଜି କେଜରିୱାଲଙ୍କୁ ଜେରା କରିବ ଇଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ। ଏହି ମାମଲାରେ ପୂର୍ବରୁ ସିବିଆଇ କେଜରିୱାଲଙ୍କୁ ଜେରା କରିଥିଲା। ଅବକାରୀ ନୀତି ଅନିୟମିତତାକୁ ନେଇ ସିସୋଦିଆଙ୍କୁ ସିବିଆଇ ଓ ଇଡି ଗିରଫ କରିଥିବା ବେଳେ ଆପ ସାଂସଦ ସଞ୍ଜୟ ସିଂଙ୍କୁ ଇଡି ପୂର୍ବରୁ ଗିରଫ କରିଛି।

Breaking News