Report Card Odisha

| Daily Odia News

ହଷ୍ଟେଲରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଉଦ୍ୟମ…..

ରିପୋର୍ଟ କାର୍ଡ / ଅନୁଗୁଳ

ଲେଡିଜ୍‌‌ ହଷ୍ଟେଲରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଉଦ୍ୟମ ହୋଇଛି। ଏଭଳି ଘଟଣା ଘଟିଛି ଟାଉନ ଥାନା ମିଶ୍ରପଡା ସ୍ଥିତ ଏକ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ରାତିରେ ଶୋଇଥିବା ବେଳେ କେହି ଗଳା କାଟିଥିବା ନେଇ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ହଷ୍ଟେଲରେ ପୋଲିସ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ୩ ଜଣ ଏକାଠି ରହୁଥିବା ବେଳେ ଜଣଙ୍କ ଉପରେ ପରିବାର ଲୋକେ ସନ୍ଦେହ କରୁଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Breaking News