ରିପୋର୍ଟ କାର୍ଡ / ଅନୁଗୁଳ
ଲେଡିଜ୍ ହଷ୍ଟେଲରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଉଦ୍ୟମ ହୋଇଛି। ଏଭଳି ଘଟଣା ଘଟିଛି ଟାଉନ ଥାନା ମିଶ୍ରପଡା ସ୍ଥିତ ଏକ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ରାତିରେ ଶୋଇଥିବା ବେଳେ କେହି ଗଳା କାଟିଥିବା ନେଇ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ହଷ୍ଟେଲରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ୩ ଜଣ ଏକାଠି ରହୁଥିବା ବେଳେ ଜଣଙ୍କ ଉପରେ ପରିବାର ଲୋକେ ସନ୍ଦେହ କରୁଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..