ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ମିଳିଛି | ଆଜି ରାଜ୍ୟ ସରକାର ବଂଶଲଙ୍କୁ ଅନୁମତି ପ୍ରଦାନ କରିଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି |
ଡିସେମ୍ବର ୩୧ ତାରିଖରେ ବଂଶଲଙ୍କର କାର୍ଯ୍ୟକାଳ ଶେଷ ହେଉଛି | ପରବର୍ତ୍ତୀ ନୂଆ ଡିଜିପି ପାଇଁ ୫ ଜଣଙ୍କ ନାମ ସୁପାରିଶ ହୋଇଥିବା ଜଣାପଡିଛି |
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..