ରିପୋର୍ଟ କାର୍ଡ /ନୂଆଦିଲ୍ଲୀ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ଏ ରେବାନ୍ତ ରେଡ୍ଡୀ। ଆସନ୍ତାକାଲି ଅର୍ଥାତ ଚଳିତ ୭ ତାରିଖରେ ରେବାନ୍ତ ରେଡ୍ଡୀ ମ୍ୟଖ୍ୟମନ୍ତ୍ରୀ ଭାବେ ଶପଥ ନେବେ | ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ତେଲେଙ୍ଗାନାରେ କଂଗ୍ରେସ ସରକାରର ଶପଥଗ୍ରହଣ ଉତ୍ସବ ଆସନ୍ତା ୭ ତାରିଖରେ ହେବ। ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବେ।






More Stories
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ଅଶୋଧିତ ତୈଳ ଉପରୁ କଟକଣା ହଟାଇଲା ଆମେରିକା…..
ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ…..