ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ୍ ଆଦମୀ ପାର୍ଟି (ଏଏପି)ର ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଧରଣର ପର୍ଦ୍ଦାଫାଶ୍ କରିଛନ୍ତି। ସେ ଇଲୋକ୍ଟ୍ରାଲ ବଣ୍ଡ ମାମଲାରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଇଲୋକ୍ଟ୍ରାଲ ବଣ୍ଡ ନାମରେ ଶାସକ ବିାଜେପି ବଡ଼ ଧରଣର ଦୁର୍ନୀତି କରିଛି। କେତେକ କମ୍ପାନୀଙ୍କୁ କୋଟିକୋଟି ଟଙ୍କାର ଠିକା ପ୍ରଦାନ କରାଯାଇଛି। ତେବେ ସୁପ୍ରିମକୋର୍ଟ ସମଗ୍ର ମାମଲାକୁ ସମସ୍ତଙ୍କ ସମ୍ମୁଖକୁ ଆଣିଛନ୍ତି।






More Stories
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..