ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟେଲିଭିଜନ ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେଙ୍କପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ପୁଲାର ଟିଭି ଶୋ’ ‘ଅନୁପମା’ ଫେମ୍ ନିତେଶ ପାଣ୍ଡେ ମୁମ୍ବାଇ ପାର୍ଶ୍ୱବର୍ତ୍ତୀ ଇଗତପୁରୀରେ ଅନ୍ତିମ ନିଶ୍ୱାସ ନେଇଛନ୍ତି । ନିତେଶ ପାଣ୍ଡେ ପ୍ରାୟ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି। ଛୋଟ ପରଦାରେ ତାଙ୍କ ହସ ହସ ମୁହଁ ଖୁବ୍ ପପୁଲାର ଥିଲା। ଅନୁପମା ଶୋ’ର ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ଡେ ନିତେଶଙ୍କ ମୃତ୍ୟୁକୁ କମଫର୍ମ କରିବା ସହ ଗଭୀର ଶୋକ ପ୍ରକଟ କରିଛନ୍ତି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..