ରିପୋର୍ଟ କାର୍ଡ / ଭୁବନେଶ୍ଵର
ଗୁରୁବାର ବିଧାନସଭା ଆରମ୍ଭରୁ ହିଁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ପୋଲାଭରମ ପ୍ରସଙ୍ଗରେ ଆଲୋଚନା ଦାବି କରି ବିଜେଡି ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛି। କଂଗ୍ରେସ ମଧ୍ୟ ରାଜ୍ୟରେ ନାରୀସୁରକ୍ଷାକୁ ପ୍ରସଙ୍ଗ କରି ଗୃହ ବାହାରେ ମୁହଁରେ କଳାପଟି ବାନ୍ଧି ଧାରଣା ଦେଇଛି | ଫଳରେ ଗୃହକୁ ସାଢେ ୧୧ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।






More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……