ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ କଲିକତା ହାଇକୋର୍ଟ ସତର୍କ କରାଦେଇଛନ୍ତି। ଆଗକୁ ହନୁମାନ ଜୟନ୍ତୀ ଆସୁଥିବା ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରି ଦେଇଛନ୍ତି ଅଦାଲତ। ଏଥିପାଇଁ ଆବଶ୍ୟକ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିକଟରେ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..