ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁଚର୍ଚ୍ଚିତ ପେଗାସସ୍ ଦୁର୍ନୀତି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମ୍କୋର୍ଟ। ଏହି ପିଟିସନରେ ପେଗାସସ୍ ଗୁଇନ୍ଦାଗିରି ମାମଲା କୋର୍ଟର ତତ୍ତ୍ୱାବଧାନରେ ଏସଆଇଟି ଯାଞ୍ଚ ପାଇଁ ଦାବି ହୋଇଛି। ଏଥିରେ ରାଜନେତା, କାର୍ଯ୍ୟକର୍ତ୍ତା, ସାମାଜିକ କର୍ମୀ, ଆଇନଜୀବୀ, ବରିଷ୍ଠ ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା | ଏହି ମାମଲାର ନଅଟି ପୃଥକ ଆବେଦନ ଶୁଣାଣି ହେବ। ରିପୋର୍ଟ ଅନୁଯାୟୀ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ପ୍ରାୟ ୩୦୦ ଭାରତୀୟଙ୍କ ଫୋନ୍ ହ୍ୟାକ୍ କରାଯାଇଥିବା






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..