ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୋମବାର ଠାରୁ ରାତି ୮ ଟା ପରେ ଆଉ ମୋ ବସ୍ ଗଡିବ ନାହିଁ | କଟକ-ଭୁବନେଶ୍ୱରର ଟ୍ବିନ୍ ସିଟିରେ ରାତ୍ରି କର୍ଫ୍ୟୁ ଲାଗୁ ହେବ | ତେଣୁ ମୋ ବସ୍ ସେବା ରାତି ୮ ଟା ପରେ ଉପଲବ୍ଧ ହେବ ନାହିଁ। ଏକ ପ୍ରେସ ବିଜ୍ଞପ୍ତିରେ ରାଜଧାନୀ ଆଞ୍ଚଳିକ ସହରାଞ୍ଚଳ ପରିବହନ (CRUT) କହିଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୋ ବସ୍ ସେବା ଅକ୍ଟୋବର ୧୧ ରୁ ୨୦ ପର୍ଯ୍ୟନ୍ତ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ। ପୂର୍ବପରି ପ୍ରତ୍ୟେକ ଦିନ ସକାଳ ୫ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……