ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ କଟକ-ଭୁବନେଶ୍ବରରୁ ହଟିବ ପାର୍ବଣ କଟକଣା । ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଲାଗିଥିବା ପାର୍ବଣ କଟକଣାର ବୁଧବାର ଥିଲା ଶେଷ ଦିନ। ଆଜିଠାରୁ କଟକ ଓ ଭୁବନେଶ୍ବରରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା ରହିପାରିବ। ପାର୍ବଣ ସମୟରେ କଟକ ଓ ଭୁବନେଶ୍ବରରେ ବିଭିନ୍ନ ହାଟବଜାରରେ ଯେଉଁ ଗହଳି ଦେଖିବାକୁ ମିଳିଥିଲା ତା’ର ପ୍ରଭାବ ଆଗାମୀ ଦିନରେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..