Report Card Odisha

| Daily Odia News

ସବୁ ଡାକ୍ତରଙ୍କ ଛୁଟି ବାତିଲ୍‌….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମ୍ଭାବ୍ୟ ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ୍‌ କରାଯାଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ୍‌ ଅପ୍‌ ରଖିବାକୁ କୁହାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍‌ ପଠାଯାଇ ସେବା ଦିଆଯିବ । ରାଜ୍ୟ ଓ ବ୍ଲକ ସ୍ତରରେ ରୁମ୍‌ କରି ମନିଟର କରାଯାଉଛି । କାଲିଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ।

Breaking News