ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୬.୦ ବୋଲି ସୂଚନା ମିଳିଛି । ଏହି ଭୂମିକମ୍ପ ଆଲାସ୍କାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଭୂକମ୍ପ କେନ୍ଦ୍ରସ୍ଥଳ ଆଲାସ୍କାର ସୁସିଟାନର ପଶ୍ଚିମ-ଉତ୍ତରପଶ୍ଚିମରେ ୧୨ କିଲୋମିଟର ଦୂର, ସହରରୁ ପ୍ରାୟ ୧୦୮କି.ମି ଉତ୍ତର-ପଶ୍ଚିମରେ ରହିଥିଲା । ଭୂକମ୍ପ କେନ୍ଦ୍ରସ୍ଥଳ ୬୯କିଲୋମିଟର ଗଭୀରରେ ଥିଲା । ଏଥିରେ କୌଣସି ବଡ କ୍ଷତି ହୋଇନାହିଁ ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..