ଆମ ସହର ଭୁବନେଶ୍ଵରରେ ବୋମାମାଡ଼…. Report Card Bureau November 28, 2025 1 min read ରିପୋର୍ଟ କାର୍ଡ / ଭୁବନେଶ୍ଵରଭୁବନେଶ୍ଵର ଗାଡକଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ଗେଟ୍ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର । ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ଚିତ୍ରକୁ ନେଇ ଖୋଳତାଡ କରୁଛି ।Post navigationPrevious ଭୂକମ୍ପରେ ଥରିଲା ଆମେରିକା…..Next କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଖୋଲିବ ନାହିଁ !…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଆମ ସହର ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ…… July 1, 2026 Report Card Bureau ଆମ ସହର ରାଜ୍ୟ ରାଜଧାନୀରେ ଜଳିଗଲା କାର….. June 26, 2026 Report Card Bureau 1 min read ଅପରାଧ ଆମ ସହର ରାଜ୍ୟ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍….. June 26, 2026 Report Card Bureau
More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..