ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାରେ ପୁଣି ବିମାନ ଦୁର୍ଘଟଣା। ଫିଲାଡେଲଫିଆରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡାଣ ଭରିବାର ୩୦ ମିନିଟ ପରେ ଏଭଳି ଅଘଟଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ତଳେ ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା ଘଟିଥିଲା। ଏଥିରେ ୬୭ ଜଣଙ୍କ ଜୀବନ ଯାଇଥିଲା। ଏକ ସପିଂ ମଲ୍ ନିକଟରେ ଏହି ଅଘଟଣ ଘଟିଥିଲା। ବିମାନଟି ନର୍ଥ-ଇଷ୍ଟ ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିଥିଲା। ଟେକ୍ ଅଫ୍ କରିବାର ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଥିଲା। ଅନେକ ବିଲ୍ଡିଂରେ ନିଆଁ ଲାଗିଯିବାର ସହ ପ୍ରାୟ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..