Report Card Odisha

| Daily Odia News

ବିଜେପିରେ ମିଶିଲେ ଗାୟିକା ଅନୁରାଧା ପଡଓ୍ୱାଲ…..

ରିପୋର୍ଟ କାର୍ଡ / ମୁମ୍ବାଇ

କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌ ଆଜି ଭାରତୀୟ ଜନତା ପାର୍ଟି ରେ ସାମିଲ୍‌ ହୋଇଛନ୍ତି। ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ଦଳରେ ମିଶିଛନ୍ତି। ନିର୍ବାଚନ ଆୟୋଗ ଆଜି ହିଁ ଲୋକସଭା ନିର୍ବାଚନ ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା କରିବାକୁ ଥିବା ବେଳେ ବିଜେପିରେ ଯୋଗ ଦେଇ ଲୋକଙ୍କୁ ଚକିତ କରାଇ ଦେଇଛନ୍ତି ଅନୁରାଧା।

Breaking News