ରିପୋର୍ଟ କାର୍ଡ / କଟକ
ବହୁଚର୍ଚ୍ଚିତ ଅନୁଭବ-ବର୍ଷା ବିବାଦ ମାମଲାର ମେ’ ୧୭ରେ ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ । ପୂର୍ବରୁ ବର୍ଷା ଅନୁଭବ ଏବଂ ତାଙ୍କ ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ | ବର୍ଷ ଦର୍ଶାଇରହିଲେ ଯେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାରର ନେଇ କଟକ ଏସଡିଜେମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପୂର୍ବରୁ ସାଂସଦ ଅନୁଭବ ଏହି ପାରିବାରିକ ବିବାଦକୁ ନେଇ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ପରେ ଏହି ଦୁଇ ପୃଥକ ମାମଲାର ଏକାସାଥୀରେ ଶୁଣାଣୀ କରିବାକୁ ବର୍ଷା କୋର୍ଟରେ ଆବେଦନ କରିଥିଲେ ଏବଂ ତାଙ୍କ ଅପିଲକୁ ଅନୁମତି ମିଳିବା ପରେ ଆସନ୍ତା ମେ ୧୭ ତାରିଖରେ ଅନୁଭବ-ବର୍ଷାଙ୍କ ମାମଲାର ଶୁଣାଣୀ ହେବାକୁ ଯାଉଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..