ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଡ଼ିସେମ୍ବର ୨୧ ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।ଏହାପୂର୍ବରୁ ସମାନ ମାମଲାରେ ଇଡି କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ସମନ କରିଥିଲେ। କିନ୍ତୁ ସେ ହାଜର ହୋଇ ନଥିଲେ। ହାଜର ହେବା ପରିବର୍ତ୍ତେ ସେ ତାଙ୍କ ଦଳ ଆପ୍ ପାଇଁ ମଧ୍ୟପ୍ରଦେଶରେ ପ୍ରଚାର କରିଥିଲେ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……