ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବରସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫରମେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ଡକ୍ଟର ଆଶିଷ ଘୋଷ ନିଯୁକ୍ତି ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ନିଯୁକ୍ତି ଦେଇଛନ୍ତି। ସେ ୫ବର୍ଷ ପାଇଁ ଦାୟିତ୍ବ ତୁଲାଇବାକୁ ଥିବାବେଳେ ବର୍ତ୍ତମାନ କଲକାତାସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଟେକ୍ନୋଲୋଜି ଇନୋଭେସନ ହବ୍ ପ୍ରଫେସର ତଥା ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୨୮ବର୍ଷର ଅଭିଜ୍ଞତା ରହିଛି।





More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..