ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ୫ଟି ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା । ଛତିଶଗଡ଼ରେ ନଭେମ୍ବର ୭ ଏବଂ ୧୭ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ନଭେମ୍ବର ୭ରେ ମିଜୋରାମ ଓ ମଧ୍ୟ ପ୍ରଦେଶରେ ଭୋଟିଂ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ରାଜସ୍ଥାନ ଏବଂ ୩୦ରେ ତେଲେଙ୍ଗାନାରେ |ଡିସେମ୍ବର ୩ ତାରିଖରେ ୫ ରାଜ୍ୟର ଭୋଟ ଗଣତି ହେବ | ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି | ନଭେମ୍ବର ୭ରେ ମିଜୋରାମ ଓ ମଧ୍ୟ ପ୍ରଦେଶରେ ଭୋଟିଂ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ରାଜସ୍ଥାନ ଏବଂ ୩୦ରେ ତେଲେଙ୍ଗାନାରେ






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……