ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ କଣାସ ଗଡ଼ିଶାଗଦାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଡ଼ିଶାଗଦା ଥାନା ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଉଛନ୍ତି ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ୱାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ୱାଇଁ । ଏହା ସହିତ ଅଭିଯୁକ୍ତଙ୍କଠାରୁ ଗୋଟିଏ ଫୋନ୍, ୨ଟି ବୁମ, ଟେଲିକାଷ୍ଟ ମେସିନ୍ ଜବତ କରାଯାଇଛି । ଅତିରିକ୍ତ ଏସପି ଓ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ପୁରୀ କଣାସ ଗଡ଼ିଶାଗଦାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆସିଛି ବଡ଼ ଖବର । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ୮ ଜଣଙ୍କୁ ଗିରଫ କରିଛି ଗଡ଼ିଶାଗଦା ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ୱାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ୱାଇଁ । ଏହା ସହିତ ଅଭିଯୁକ୍ତଙ୍କଠାରୁ ଗୋଟିଏ ଫୋନ୍, ୨ଟି ବୁମ, ଟେଲିକାଷ୍ଟ ମେସିନ୍ ଜବତ କରାଯାଇଛି । ଅତିରିକ୍ତ ଏସପି ଓ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..