ରିପୋର୍ଟ କାର୍ଡ / ବାଲେଶ୍ୱର
ବଦଳିଯିବ ବାହାନଗା ଷ୍ଟେସନର ସମ୍ପୂର୍ଣ୍ଣ ରୂପରେଖ | ଦୁର୍ଘଟଣା ପରେ ଏବେ ଏହି ଷ୍ଟେସନର କରାଯିବ ନବୀକରଣ । ପୁଣିଥରେ ଅପଡେଟ ହେବ ବାହାନଗା ରେଳ ଷ୍ଟେସନ । ରିଲେ ରୁମରୁ ଆରମ୍ଭ କରି ସିଗନାଲିଂ ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛି ନୂଆ ଏବଂ ଆଧୁନିକୀକରଣ କରାଯିବ । ଷ୍ଟେସନର ସବୁ ଯନ୍ତ୍ରପାତି ବଦଳାଯାଇ ନୂଆ ଯନ୍ତ୍ରପାତି ଲାଗିବ ବୋଲି ପଦକ୍ଷେପ ନିଆଯାଉଛି । ଏ ନେଇ ଆଜି ଦକ୍ଷିଣ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..