Report Card Odisha

| Daily Odia News

ବାଣ ଫୁଟାଇବାକୁ ମିଳିଲା ଅନୁମତି, ୨ ଘଣ୍ଟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି । ସବୁଜ ବାଣ ଫୁଟାଇବାକୁ ୨ ଘଣ୍ଟା ଅନୁମତି ଦେଇଛନ୍ତି ହାଇକୋର୍ଟ । ଦୀପାବଳିରେ କେବଳ ପିଇଏସଓ(ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷରେ କେବଳ ଦୀପାପଳି ଦିନ ରାତିରେ ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।

Breaking News