ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଦଳିବ ବ୍ୟାଙ୍କ ଖୋଲିବାର ସମୟ | ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଗାଇଡ ଲାଇନ ଅନୁସାରେ- ଏପ୍ରିଲ ୧୮ ତାରିଖ ଅର୍ଥାତ ଆଜିଠାରୁ ଦେଶର ସମସ୍ତ ବ୍ୟାଙ୍କ ଖୋଲିବାର ସମୟ ବଦଳିଛି | ଏବେ ଦେଶର ସମସ୍ତ ବ୍ୟାଙ୍କ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ପ୍ରତ୍ୟେକ ଶାଖା ଖୋଲିବ । ହେଲେ ବ୍ୟାଙ୍କ ବନ୍ଦ ହେବା ସମୟର କୌଣସି ପରିବର୍ତ୍ତନ ହୋଇ ନାହିଁ । ସୂଚନା ଅନୁସାରେ- କରୋନା ମହାମାରୀ କାରଣରୁ ବ୍ୟାଙ୍କର ଦୈନିକ ସେବା ଅବଧି କମ କରାଯାଇଥିଲା । ହେଲେ ଏବେ ପରିସ୍ଥିତି ସ୍ୱଭାବିକ ହେବା ପରେ ପୁଣିଥରେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି ।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..