ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ର ବିଭିନ୍ନ ବାରରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଭୁବନେଶ୍ୱର ବିଭିନ୍ନ ଥାନା ଅଧୀନରେ ବୁକିଂ ଚେକିଂ ଜାରି ରହିଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବାରୁ କମିଶନରେଟ ପୋଲିସ ଦ୍ବାରା ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ବୁଧବାର ରାତି ପ୍ରାୟ ୧୧ ଟା ପରେ ବ୍ଳକିଂ ଚେକିଂ ପରେ ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟି ଥାନା ଅଧୀନରେ ଥିବା ବିଭିନ୍ନ ବାର୍ ରେ ହୋଇଛି ରେଡ଼। ଏମ୍ବେସି କ୍ଲବ ଆଣ୍ଡ କିଚେନ ଏବଂ ହୋଟେଲ ଜୋରିସ୍ ବୋଟିକ, ଟପନଚ ବାର୍ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିବା ସୂଚନା ପାଇ ପୋଲିସ ଚଢାଉ କରିଥିଲା । ଏଥିରେ ଜୋନ ୬ ଏସିପିଙ୍କ ନେତୃତ୍ୱରେ ୪ଟି ଟିମ ଦ୍ୱାରା ହୋଇଥିଲା ଚଢ଼ାଉ ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..