ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ରେନ୍ ବାର ରେ ବୋମା ମାଡ ହୋଇଛି । ସୋମବାର ବିଳମ୍ବିତ ରାତିରେ ବାର ଭିତରେ ଗ୍ରାହକ ଓ କର୍ମଚାରୀ ଥିବା ବେଳେ ବାହାରେ ଏହି ବୋମା ମାଡ ହୋଇଛି । ଦୁଇଜଣ ଯୁବକ ବାଇକରେ ଆସି ବାର୍ ବାହାରେ ତିନୋଟି ବୋମା ପକାଇ ପଳାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂଜା ପୂର୍ବରୁ ଚାନ୍ଦା ଆଦାୟକୁ ନେଇ ଏହି ବୋମା ମାଡ କରାଯାଇଥିବା ବାର୍ ମାଲିକ ସନ୍ଦେହ କରୁଛନ୍ତି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….