Report Card Odisha

| Daily Odia News

ବସ୍ତିବାସିନ୍ଦା-ପୋଲିସ ଧସ୍ତାଧସ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଲିଆସାହି ବାସିନ୍ଦାଙ୍କ ଆନ୍ଦୋଳନରେ ଉତ୍ତେଜନା ଦେଖାଦେଇଛି। ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ଏହି ଆନ୍ଦୋଳନ କରିଥିବା ଜଣାପଡିଛି। ବିଧାନସଭା ଅଭିମୁଖେ ଯିବା ବେଳେ ପୋଲିସ ସହ ବସ୍ତି ବାସିନ୍ଦାଙ୍କ ଧସ୍ତାଧସ୍ତି ହୋଇଛି ।

Breaking News