ଆମ ସହର ବଡ଼ ଖବର ବସ୍ତିବାସିନ୍ଦା-ପୋଲିସ ଧସ୍ତାଧସ୍ତି….. Report Card Bureau November 22, 2023 ରିପୋର୍ଟ କାର୍ଡ / ଭୁବନେଶ୍ୱରସାଲିଆସାହି ବାସିନ୍ଦାଙ୍କ ଆନ୍ଦୋଳନରେ ଉତ୍ତେଜନା ଦେଖାଦେଇଛି। ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ଏହି ଆନ୍ଦୋଳନ କରିଥିବା ଜଣାପଡିଛି। ବିଧାନସଭା ଅଭିମୁଖେ ଯିବା ବେଳେ ପୋଲିସ ସହ ବସ୍ତି ବାସିନ୍ଦାଙ୍କ ଧସ୍ତାଧସ୍ତି ହୋଇଛି ।Post navigationPrevious ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଖାରଜ…..Next ଧାରଣାରେ ଘରୋଇ ବସ ମାଲିକ ସଂଘ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ….. May 7, 2026 Report Card Bureau 1 min read ଦେଶ ବିଦେଶ ବଡ଼ ଖବର ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ହତ୍ୟା….. May 7, 2026 Report Card Bureau ଦେଶ ବିଦେଶ ବଡ଼ ଖବର ମୁଁ ଇସ୍ତଫା ଦେବି ନାହିଁ….. May 5, 2026 Report Card Bureau
More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ହତ୍ୟା…..
ମୁଁ ଇସ୍ତଫା ଦେବି ନାହିଁ…..