ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବର ସାଇ ପ୍ରିମିୟର ଲିଗ କ୍ରିକେଟ ସହିଦନଗର ରେ ଅବସ୍ଥିତ ସହିଦସ୍ପୋର୍ଟିଂ ପଡିଆ ଠାରେ ଆୟୋଜିତ ହୋଇ ଯାଇଛି | ଏହି କ୍ରିକେଟ ମ୍ଯାଚରେ “ବିପିନ ଇଲେଭେନ” ଓ ବିଚି ଇଲେଭେନ ପରି ଦୁଇଟି ଦଳ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଉମାନାଥ ମିଶ୍ର, ସାସ୍ୱତୀ ମିଶ୍ର ରୁଦ୍ର ନାରାୟଣ ସାମନ୍ତରାୟ, ନାରାୟଣ ମହାପାତ୍ର ନରେନ ସାହୁ ଏବଂ ୱି ଫର ୟୁ ଅନୁଷ୍ଠାନର କର୍ମ କର୍ତ୍ତା ମାନେ ଅତିଥି ଭାବେ ଉପସ୍ଥିତ ରହି ଯୋଗ ଦେଇଥିଲେ | ଏହି ଚିତାକର୍ଷକ କ୍ରିକେଟ ମ୍ୟାଚରେ ବିପିନ ଇଲେଭେନ ଚମ୍ପିଆନ ହୋଇ ଅତିଥି ମାନଙ୍କ ଠାରୁ କପ ଓ ମେଡାଲ ଗ୍ରହଣ କରିଥିଲେ |





More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..