Report Card Odisha

| Daily Odia News

ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଆତଙ୍କ ଦେଖା ଦେଇଛି | ଏହା ପରେ ସୁରକ୍ଷାବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ ଜାରିରଖିଛନ୍ତି |

Breaking News