ରିପୋର୍ଟ କାର୍ଡ / ଭୁବନେଶ୍ବର
ସହିଦନଗର ରୂପାଲି ଛକରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ରୂପାଲି ଛକ ନିକଟରେ ଥିବା ଡଲଫିନ ଜୋତା ଶୋ’ ରୁମରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। କେହି ଦୁର୍ବୁତ୍ତ ବୋମା ଫିଙ୍ଗି ଫେରାର ହୋଇଯାଇଛି। ସିସିଟିଭିରେ ବୋମାମାଡ଼ ବେଳର ଦୃଶ୍ୟ କଏଦ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୋମାମାଡ଼ କାରଣ ଜଣାପଡ଼ିନାହିଁ।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..