ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହରେ ବରର ବରଣମାଳ ଫୋପାଡ଼ିବାରୁ ବିବାହ କରିବାକୁ ମନାକଲା କନ୍ୟା | ବରର ଏଭଳି ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଇଥିବା ଜଣାପଡିଛି । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ କାଢ଼ି ଫୋପାଡ଼ି ଦେଇଥିଲା । ଏହିଭଳି ବ୍ୟବହାରରେ ରାଗିଯାଇ କନ୍ୟା ବିବାହ କରିବାକୁ ସଫା ସଫା ମନାକରିଦେଇଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଉତ୍ସବରେ ଏହି କାରଣରୁ ହଙ୍ଗାମା ହୋଇଥିବା ଜଣାପଡ଼ିଛି । ବରର ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଲା କନ୍ୟା । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ କାଢ଼ି ଫୋପାଡ଼ି ଦେଇଥିଲା । ଏହିଭଳି ବ୍ୟବହାରରେ ରାଗିଯାଇ କନ୍ୟା ବିବାହ କରିବାକୁ ସଫା ସଫା ମନାକରିଦେଇଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଉତ୍ସବରେ ଏହି କାରଣରୁ ହଙ୍ଗାମା ହୋଇଥିବା ଜଣାପଡ଼ିଛି ।






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..