ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହରେ ବରର ବରଣମାଳ ଫୋପାଡ଼ିବାରୁ ବିବାହ କରିବାକୁ ମନାକଲା କନ୍ୟା | ବରର ଏଭଳି ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଇଥିବା ଜଣାପଡିଛି । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ କାଢ଼ି ଫୋପାଡ଼ି ଦେଇଥିଲା । ଏହିଭଳି ବ୍ୟବହାରରେ ରାଗିଯାଇ କନ୍ୟା ବିବାହ କରିବାକୁ ସଫା ସଫା ମନାକରିଦେଇଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଉତ୍ସବରେ ଏହି କାରଣରୁ ହଙ୍ଗାମା ହୋଇଥିବା ଜଣାପଡ଼ିଛି । ବରର ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଲା କନ୍ୟା । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ କାଢ଼ି ଫୋପାଡ଼ି ଦେଇଥିଲା । ଏହିଭଳି ବ୍ୟବହାରରେ ରାଗିଯାଇ କନ୍ୟା ବିବାହ କରିବାକୁ ସଫା ସଫା ମନାକରିଦେଇଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଉତ୍ସବରେ ଏହି କାରଣରୁ ହଙ୍ଗାମା ହୋଇଥିବା ଜଣାପଡ଼ିଛି ।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..