ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ହୋଇଛି । ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନ୍କାଉଣ୍ଟର ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨ ଅପରାଧୀଙ୍କୁ ମଧ୍ୟ ଗିରଫ କରିଛି ଏବଂ ଆହତ ଅପରାଧୀକୁ ଆରଜିଏଚ୍ ରେ ଭର୍ତ୍ତି କରାଯାଇଛି ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..