Report Card Odisha

| Daily Odia News

ଆଜି ଓଡ଼ିଶା ଆସିବ ଡାକୋଟା ବିମାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଲକାତା ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିଜୁ ବାବୁଙ୍କ ଡାକୋଟା ବିମାନ ଭୁବନେଶ୍ୱର ଯିବାର ପ୍ରସ୍ତୁତି ଶେଷ ହୋଇଛି। ଡାକୋଟାର ବିଭିନ୍ନ ଅଂଶକୁ ଅଲଗା କରାଯିବା କାର୍ଯ୍ୟ ଶେଷ ହୋଇଛି। ଦୁଇଟି ବଡ ଟ୍ରକ୍​ରେ ବିମାନର ବିଭିନ୍ନ ଅଂଶ ପ୍ୟାକିଙ୍ଗ ହୋଇ ସାରିଛି। ଟ୍ରକ୍‌ରେ ନେବାର ପାସ ଆଜି ପତ୍ର ପ୍ରସ୍ତୁତ ହୋଇଯାଏ, ଅପରାହ୍ନରେ କଲକାତା ବିମାନ ବନ୍ଦରରୁ ଡାକୋଟାବାହୀ ଟ୍ରକ୍ ଓଡ଼ିଶା ଅଭିମୁଖେ ବାହାରିବ।

Breaking News