Report Card Odisha

| Daily Odia News

ବିଜେଡିରୁ ବହିଷ୍କୃତ ହେଲେ ଆଉ ଜଣେ ନେତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡି ଦଳରୁ ଜଣେ ନେତାଙ୍କୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଂଗଠନ ସମ୍ପାଦକ ପ୍ରଶାନ୍ତ ଚମ୍ପତିଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ଏକ ବିଜ୍ଞପ୍ତି ଜାରି କରି ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ଦଳ ବିରୋଧୀ କାରଣରୁ ପ୍ରଶାନ୍ତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଚଳିତ ମାସ ପହିଲାରେ ଦିଗପହଣ୍ଡି ଅଞ୍ଚଳର ଜଣେ ନେତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।

 

Breaking News