ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଜେଡି ଷଷ୍ଠ ପାର୍ଥୀ ତାଲିକା ଜାରି କରିଛି | ଦୁଇ ଦିନ ତଳେ ବିଜେଡିରେ ମିଶିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଦଳ ବଡଚଣାରୁ ପାର୍ଥୀ କରିଛି | ଦଳ ପୂର୍ବ ଜନପ୍ରତିନିଧି ଅମର ଶତ୍ପଥୀ ଙ୍କ ଟିକେଟ କାଟି ବର୍ଷଙ୍କୁ ପାର୍ଥୀ କରିଛି | ଏନେଇ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଘୋଷଣା କରିଛନ୍ତି |
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା – ଦେବାଶିଷ ମାରାଣ୍ଡି
କରଞ୍ଜିଆ – ବାସନ୍ତୀ ହେମ୍ବ୍ରମ
କେନ୍ଦ୍ରାପଡା- ଗଣେଶ୍ୱର ବେହେରା
ଚମ୍ପୁଆ- ସନାତନ ମହାକୁଡ
ରେମୁଣା – ବିଦ୍ୟାସ୍ମିତା ମହାଳିକ
ସିମୁଳିଆ- ସୁଭାଷିନୀ ସାହୁ






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..