ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡି ସଂସଦୀୟ ଦଳ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ନବୀନ ନିବାସରେ ସନ୍ଧ୍ୟା ୬ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଆଗାମୀ ସଂସଦ ଅଧିବେଶନ ପାଇଁ ଦଳର ରଣନୀତି ଚୂଡ଼ାନ୍ତ କରାଯିବ। ସୂଚନାଥାଉକି, ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନଥିବାବେଳେ ରାଜ୍ୟସଭାରେ ୯ ଜଣ ଅଛନ୍ତି।
More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..