ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡି ସଂସଦୀୟ ଦଳ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ନବୀନ ନିବାସରେ ସନ୍ଧ୍ୟା ୬ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଆଗାମୀ ସଂସଦ ଅଧିବେଶନ ପାଇଁ ଦଳର ରଣନୀତି ଚୂଡ଼ାନ୍ତ କରାଯିବ। ସୂଚନାଥାଉକି, ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନଥିବାବେଳେ ରାଜ୍ୟସଭାରେ ୯ ଜଣ ଅଛନ୍ତି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..