ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଜି ୨୦ରୁ ୨୨ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ଏନେଇ ସୂଚନା ଦେଇଛନ୍ତି। ରାଉରକେଲା ଏବଂ ସୁନ୍ଦରଗଡ ଗସ୍ତ କରି ତୋମାର ଏହି ସୂଚନା ଦେଇଛନ୍ତି। ରାଉରକେଲା ବିଧାନସଭା ଆସନ ପାଇଁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବ ବୋଲି ପୂର୍ବରୁ କହିଥିଲେ ଜୁଏଲ ଓରାମ। ତେଣୁ ଦିଲ୍ଲୀପଙ୍କୁ ଟିକେଟ ମିଳିବା ନେଇ ଆଶା କରାଯାଉଛି। ଏହି ଅବସରରେ ତୋମାର କହିଛନ୍ତି ଯେ ସବୁ ଆସନରେ ବୁଝିବିଚାରି ପ୍ରାର୍ଥୀ ଦିଆଯାଉଛି। ଯେପରି କେନ୍ଦ୍ରରରେ ଓ ରାଜ୍ୟରେ ବିଜେପି ସରକାର ଆସିବ।






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..